କଲେଜ ଆଗରୁ ଦୁଇଜଣ ଛାତ୍ରୀଙ୍କୁ କିଡନାପ୍ । ମହାବିଦ୍ୟାଳୟ ଆଗରୁ ଯୁକ୍ତ ୩ ଛାତ୍ରୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ନୟାଗଡ ଜିଲ୍ଲାରୁ ଆସିଛି । ନୟାଗଡ ଗଣିଆ ରଘୁନାଥ ଜୀଉ ମହାବିଦ୍ୟାଳୟ ସାମ୍ନାରୁ କିଛି ଦୁବୃର୍ତ୍ତ ଏକ କାରରେ କିଡନାପ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣା ପରେ ଛାତ୍ରୀଙ୍କୁ ଉଦ୍ଧାର ଏବଂ ଅପହରଣକାରୀଙ୍କୁ ଗିରଫ ଦାବୀରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ । ଗଣିଆ ଦଶପଲ୍ଲା ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି ଛାତ୍ରଛାତ୍ରୀ ।

LEAVE A REPLY

Please enter your comment!
Please enter your name here