ଆସନ୍ତା ୧୨ତାରିଖରୁ ଖୋଲିବ ସବୁ ଧର୍ମାନୁଷ୍ଠାନ ।ସମ୍ପୂର୍ଣ୍ଣ ଟିକା ନେଇଥିବା ଶ୍ରଦ୍ଧାଳୁ ହିଁ ଭବବାନଙ୍କୁ ଦର୍ଶନ କରିପାରିବେ । ଶ୍ରଦ୍ଧାଳୁଙ୍କୁ ଟିକା ପ୍ରମାଣ ସହ ଆଧାର / ଭୋଟର କାର୍ଡ ଦେଖାଇବାକୁ ପଡିବ । ଲିଙ୍ଗରାଜ ମନ୍ଦିରରେ ଥରକେ ଶହେ ଶ୍ରଦ୍ଧାଳୁଙ୍କୁ ଅନୁମତି । ୧୫ ବର୍ଷରୁ କମ ପିଲା ଆଇଡି ପ୍ରୁଫ୍ ଦେଖାଇ ଅଭିଭାବକଙ୍କ ସହ ଯାଇପାରିବେ । ମସଜିିଦ୍‌, ଚର୍ଚ୍ଚ, ଗୁରୁଦ୍ୱାର ମଧ୍ୟ ୧୨ରୁ ଖୋଲିବାକୁ ଅନୁୁମତି ମିଳିଛି ।

LEAVE A REPLY

Please enter your comment!
Please enter your name here