ପୌରାଧ୍ୟକ୍ଷ ନିର୍ବାଚନରେ ବିଜେଡିକୁ ସର୍ବାଧିକ ମିଳିଛି 48 ପ୍ରତିଶତ ଭୋଟ । ବିଜେପିକୁ 29 ଏବଂ କଂଗ୍ରେସକୁ 12 ଏବଂ ସ୍ବାଧୀନ ପ୍ରାର୍ଥୀଙ୍କ ସପକ୍ଷରେ 9 ପ୍ରତିଶତ ଭୋଟ ମିଳିଛି । ସେହିପରି କାଉନସିଲର ଭୋଟରେ ବିଜେଡି ସର୍ବାଧିକ 50 ପ୍ରତିଶତ ଭୋଟ ପାଇଥିବା ବେଳେ ବିଜେପି ପାଇଛି 27 ପ୍ରତିଶତ ଭୋଟ । କଂଗ୍ରେସକୁ 12 ପ୍ରତିଶତ ଏବଂ ସ୍ବାଧୀନଙ୍କୁ 9 ପ୍ରତିଶତ ଭୋଟ ମିଳିଛି ।
ରାଜ୍ୟ ନିର୍ବାଚନ କମିଶନରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here