ପୁଣି ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ସୋସିଆଲ ମିଡିଆରେ ତାଙ୍କ ବିରୋଧରେ ହେଉଥିବା ଅପପ୍ରଚାର ବନ୍ଦ କରିବାକୁ ପିଟିସନ ଦାୟର କଲେ ବର୍ଷା । ପିଟିସନରେ ସେ ତାଙ୍କ ସ୍ବାମୀ ସାଂସଦ ଅନୁଭବ ମହାନ୍ତି, ରାଜ୍ୟ ସରକାର ଓ ରାଜ୍ୟ ସୂଚନା ଓ ପ୍ରସାରଣ ବିଭାଗକୁ ପକ୍ଷଭୁକ୍ତ କରିଛନ୍ତି । ପୂର୍ବରୁ ସେ ସୋସିଆଲ ମିଡିଆରେ ଅନୁଭବ ମହାନ୍ତି କରିଥିବା ପୋଷ୍ଟିଂକୁ ନେଇ ପୁରୀଘାଟ ଥାନା ଓ ସାଇବର ଥାନାରେ ଏତଲା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here