ଚର୍ଚ୍ଚିତ ଟେଲି ଅଭିନେତ୍ରୀ ରଶ୍ମିରେଖା ଆତ୍ମହତ୍ୟା ମାମଲାରେ ନୂଆ ମୋଡ । ଥାନାରେ ହାଜର ହୋଇଛନ୍ତି ବୟଫ୍ରେଣ୍ଡ ସନ୍ତୋଷ ପାତ୍ର । ନୟାପଲ୍ଲୀ ଥାନାରେ ସେ ହାଜର ହେବା ପରେ ଏସିପିଙ୍କ ନେତୃତ୍ୱରେ ତାଙ୍କୁ ପଚରାଉଚରା ଚାଲିଛି । ଗତକାଲି ପୂର୍ବତନ ବୟଫ୍ରେଣ୍ଡ ରାଜାଙ୍କୁ ପଚରାଉଚରା କରିଥିଲା ପୋଲିସ ।
ତେବେ ନୟପଲ୍ଲୀର ଏକ ଭଡା ଘରେ ସନ୍ତୋଷଙ୍କ ସହ ରହୁଥିଲେ ରଶ୍ମୀ ।

LEAVE A REPLY

Please enter your comment!
Please enter your name here