ଧାମନଗର ଉପନିର୍ବାଚନ ପାଇଁ ସରଗରମ ରାଜନୀତି । ଏବେ ଧାମନଗରକୁ ଛୁଟିଛି ନେତାଙ୍କ ସୁଅ । ଧାମନଗର ପାଇଁ ବିଜେପି ତାର ପ୍ରାର୍ଥୀ ଘୋଷଣା କରିସାରିଥିବାବେଳେ ଏବେ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି । ବାବା ହରେକୃଷ୍ଣ ସେଠୀ ହୋଇଛନ୍ତି କଂଗ୍ରେସର ଧାମନଗର ପ୍ରାର୍ଥୀ । ସେହିପରି ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ହୋଇଛନ୍ତି । ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନି ବିଜେଡି ।
ତେବେ ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ବିୟୋଗ ପରେ ଉପନିର୍ବାଚନ ହେଉଛି ।

LEAVE A REPLY

Please enter your comment!
Please enter your name here