ଜାରି ରହିଛି ଧାମନଗର କାଉଣ୍ଟିଂ । ସପ୍ତମ ରାଉଣ୍ଡର ଟ୍ରେଣ୍ଡ ଅନୁସାରେ, ସୂରଜ ସୂର୍ଯ୍ୟବଂଶୀ ୫୨୦୦ ଭୋଟରେ ଆଗୁଆ । ବିଜେଡି ବର୍ତ୍ତମାନ ସୁଦ୍ଧା ୨୫,୯୦୮ ଭୋଟ ପାଇଥିବାବେଳେ ବିଜେପି ୩୧, ୧୦୮ ଭୋଟ ପାଇଛି । ସେହିପରି କଂଗ୍ରେସକୁ ମିଳିଛି ୧୧୨୨ ଏବଂ ସ୍ୱାଧୀନ ପ୍ରାର୍ଥୀ ରାଜୁ ଦାସଙ୍କୁ ୪୯୫୩ ଭୋଟ୍ ମିଳିଛି ।

LEAVE A REPLY

Please enter your comment!
Please enter your name here