ଟି-ଟ୍ୱେଣ୍ଟି ବିଶ୍ୱକପ ସେମିଫାଇନାଲରେ ଆଜି ଭାରତ ଇଂଲଣ୍ଡ ମଧ୍ୟରେ ହେବ କଡା ଟକ୍କର । ଇଂଲଣ୍ଡ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛି । ଏହି ମ୍ୟାଚ୍ ଆଡିଲେଡରେ ଖେଳାଯାଉଛି । ଏହି ମ୍ୟାଚରେ ଯେଉଁ ଟିମ୍ ଜିତିବ ସେ ଫାଇନାଲରେ ପାକିସ୍ତାନକୁ ଭେଟିବ । ଆସନ୍ତା ୧୩ରେ ଫାଇନାଲ ମ୍ୟାଚ୍ ଖେଳାଯିବ । ଦିନେଶ କାର୍ତ୍ତିକଙ୍କ ସ୍ଥାନରେ ରିଷଭ ପନ୍ଥ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇଛନ୍ତି ।

LEAVE A REPLY

Please enter your comment!
Please enter your name here