ସହିଦ ଚମ୍ପେଶ୍ୱର ମହାକୁଡ଼ଙ୍କ ମରଶରୀର ସୋମବାର ଓଡ଼ିଶା ପହଁଞ୍ଚିଛି । ଶେଷ କୃତ୍ୟ ପାଇଁ ଚମ୍ପେଶ୍ୱରଙ୍କ ମରଶରୀର ତାଙ୍କ ଗାଁକୁ ନିଅାଯାଇଛି।

ଚମ୍ପେଶ୍ୱର ୨୯ ଅାସାମ ରାଇଫଲ୍ସର ସଦସ୍ୟ ଥିଲେ । ଗତ ୭ ତାରିଖରେ ମଣିପୁରରେ କାର୍ଯ୍ୟରତ ଅବସ୍ଥାରେ ପିଏଲ୍‌ଏ ଓ ଏମ୍‌ଏନ୍‌ପିଏଫ୍‌ ଉଗ୍ରବାଦୀଙ୍କ ଅାକ୍ରମଣରେ ସେ ସହିଦ ହୋଇଥିଲେ।

ସମ୍ବଲପୁର ରେଢାଖୋାଲ ଢାଉର ଖମାଣ ଗାଁର ଚମ୍ପେଶ୍ୱରଙ୍କ ମରଶରୀରକୁ ଏୟାରପୋର୍ଟରେ ଗାର୍ଡ ଅଫ୍‌ ଅନର୍‌ ଦିଅାଯାଇଛି ।

ଏହା ସହିତ ସିଅାରପିଏଫ୍‌ ଓ ୧୨୦ ବାଟାଲିୟନ୍‌ର ବରିଷ୍ଠ ଅଧିକାରୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

 

LEAVE A REPLY

Please enter your comment!
Please enter your name here