ଉଡିଲା ୧୦୮ ଫୁଟର ଜାତୀୟ ପତାକା । ଫ୍ଲାଗ ଫାଉଣ୍ଡେସନ ଅଫ ଇଣ୍ଡିଆ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ସଂଯୋଜନାରେ ପୁରୀ ବାଟଗାଁ ଛକରେ ପତାକାକୁ ଉନ୍ମୋଚନ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । ଉନ୍ମୋଚନ ଉତ୍ସବରେ ଫ୍ଲାଗ ଫାଉଣ୍ଡେସନ ଅଫ ଇଣ୍ଡିଆ ସଭାପତି ବିଶିଷ୍ଟ ଶିଳ୍ପପତି ନବୀନ ଜିନ୍ଦଲ , ଉପ ସଭାପତି ସାଲୁ ଜିନ୍ଦଲ, ମନ୍ତ୍ରୀ ସମୀର ଦାଶ, ତୁଷାର କାନ୍ତି ବେହେରା , ସାଂସଦ ପୀନାକ୍ଷୀ ମିଶ୍ର , ବିଧାୟକ ଜୟନ୍ତ ଷଡଙ୍ଗୀ ପ୍ରମୁଖ ଯୋଗ ଦେଇଥିଲେ । ଏହି ଐତିହ୍ୟ ସମ୍ପନ୍ନ ଜାତୀୟ ପତାକାକୁ ଜାତି ଓ ଦେଶ ଉଦେଶ୍ୟରେ ସମର୍ପଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here