ନିର୍ବାଚନମଣ୍ଡଳୀ .. ଜିତିଲେ ………….ଭୋଟ ବ୍ୟବଧାନ …….ହାରିଲେ
ଆନନ୍ଦପୁର – ବିଜେଡିର ଅଭିମନ୍ୟୁ ସେଠୀ 10,966 ଭୋଟରେ, ହାରିଲେ କଂଗ୍ରେସର ଜୟଦେବ ଜେନା
ଅନୁଗୁଳ – ବିଜେପିର ପ୍ରତାପ ଚନ୍ଦ୍ର ପ୍ରଧାନ 17,433 ଭୋଟରେ, ହାରିଲେ ବିଜେଡିର ସଂଯୁକ୍ତା ସିଂ
ଆସ୍କା – ବିଜେପିର ସରୋଜ କୁମାର ପାଢୀ 8059 ଭୋଟରେ, ହାରିଲେ ବିଜେଡିର ମଂଜୁଳା ସ୍ବାଇଁ
ଆଠଗଡ – ବିଜେଡିର ରଣେନ୍ଦ୍ର ପ୍ରତାପ ସ୍ବାଇଁ 3584 ଭୋଟରେ, ହାରିଲେ ବିଜେପିର ଅଭୟ କୁମାର ବାରିକ
ଆଠମଲ୍ଲିକ – ବିଜେଡିର ନଳିନୀକାନ୍ତ ପ୍ରଧାନ 16153 ଭୋଟରେ, ହାରିଲେ ବିଜେପିର ସଂଜୀବ କୁମାର ସାହୁ
ଅତାବିରା – ବିଜେପିର ନିହାର ରଂଜନ ମହାନନ୍ଦ 28910 , ହାରିଲେ ବିଜେଡିର ସ୍ନେହାଙ୍ଗିନୀ ଛୁରିଆ
ଆଳି – ବିଜେଡିର ପ୍ରତାପ କେଶରୀ ଦେବ, 19628, ହାରିଲେ କଂଗ୍ରେସର ଦେବସ୍ମିତା ଶର୍ମା
ବଡସାହି – ବିଜେପିର ଶାନ୍ତନୁ ବିଜୁଳି, 37387, ହାରିଲେ ବିଜେଡିର ଅନୁସୂୟା ପାତ୍ର
ବାଲେଶ୍ବର – ବିଜେପିର ମାନସ କୁମାର ଦତ୍ତ 28696, ହାରିଲେ ବିଜେଡିର ସ୍ବରୁପ କୁମାର ଦାସ
ବାଲିଗୁଡା – ବିଜେଡିର ଚକ୍ରମଣି କଂଅର, 1671, ହାରିଲେ କଂଗ୍ରେସର ଉପେନ୍ଦ୍ର ପ୍ରଧାନ
ବାଲିକୁଦା-ଏରସମା – ବିଜେଡିର ସାରଦା ପ୍ରସନ୍ନ ଜେନା 25,959, ହାରିଲେ ବିଜେପିର ସତ୍ୟ ସାରଥୀ ମହାନ୍ତି
ବାଙ୍ଗିରୀପୋଷି – ବିଜେପିର ସାଂଜାଳୀ ମୁର୍ମୁ 34476, ହାରିଲେ ବିଜେଡିର ରଂଜିତା ମାରାଣ୍ଡି
ବାଙ୍କୀ – ବିଜେଡିର ଦେବୀ ରଂଜନ ତ୍ରିପାଠୀ 17026, ହାରିଲେ ବିଜେପିର ତୁଷାରକାନ୍ତି ଚକ୍ରବର୍ତ୍ତୀ
ବାରବାଟୀ କଟକ – କଂଗ୍ରେସର ସୋଫିଆ ଫିର୍ଦ୍ଦୋସ 8001, ହାରିଲେ ବିଜେପିର ପୂର୍ଣ୍ଣଚନ୍ଦ୍ର ମହାପାତ୍ର
ବଡଚଣା – ବିଜେପିର ଅମର ନାୟକ 6310, ହାରିଲେ ବିଜେଡିର ବର୍ଷା ପ୍ରିୟଦର୍ଶିନୀ
ବଡମ୍ବା – ସ୍ବାଧୀନ ପ୍ରାର୍ଥୀ ବିଜୟ କୁମାର ଦଳ ବେହେରା, 23,489 ହାରିଲେ ବିଜେଡିର ଦେବୀ ପ୍ରସାଦ ମିଶ୍ର
ଭୁବନେଶ୍ବର ମଧ୍ୟ – ବିଜେଡିର ଅନନ୍ତ ନାରାୟଣ ଜେନା, 37, ହାରିଲେ ବିଜେପିର ଜଗନ୍ନାଥ ପ୍ରଧାନ
ଏକାମ୍ର ଭୁବନେଶ୍ବର – ବିଜେପିର ବାବୁ ସିଂ 5023 , ହାରିଲେ ବିଜେଡିର ଅଶୋକ ଚନ୍ଦ୍ର ପଣ୍ଡା
ଦିଗପହଣ୍ଡି- ବିଜେପିର ସିଦ୍ଧାନ୍ତ ମହାପାତ୍ର 16847, ବିଜେଡିର ବିପ୍ଳବ ପାତ୍ର
ଧର୍ମଶାଳା – ସ୍ବାଧୀନ ପ୍ରାର୍ଥୀ ହିମାଂଶୁ ଶେଖର ସାହୁ 4150, ବିଜେଡିର ପ୍ରଣବ ବଳବନ୍ତରାୟ
ଚିତ୍ରକୋଣ୍ଡା – କଂଗ୍ରେସର ମଙ୍ଗୁ ଖିଲ – 9159, ବିଜେପିର ଡମ୍ବରୁ ସିସା

LEAVE A REPLY

Please enter your comment!
Please enter your name here