New Delhi, Jan 25 (ANI): President Droupadi Murmu addresses the nation on the eve of the 74th Republic Day, in New Delhi on Wednesday. (ANI Photo)

ଆସନ୍ତା ୧୪ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୧୪ରେ ଭୁବନେଶ୍ଵରAIIMSର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ । ୧୫ରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଜବାହରଲାଲ ନେହରୁ ଇନ୍‌ଡୋର ହଲ୍‌ରେ ଅୟୋଜିତ ହେବାକୁ ଥିବା ଆଦିକବି ସାରଳା ଦାସଙ୍କ ୬୦୦ ତମ ଜୟନ୍ତୀ ଉତ୍ସବ ଓ କଳିଙ୍ଗ ରତ୍ନ ୨୦୨୪ ପୁରସ୍କାର ଉତ୍ସବରେ ମଧ୍ୟ ଯୋଗ ଦେବେ ।

LEAVE A REPLY

Please enter your comment!
Please enter your name here