ଶେଷରେ ଗିରଫ ହେଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ I ବିଏମସି ବାବୁଙ୍କୁ ମାଡ ମାରିବା ଘଟଣାରେ ବିଜେପି ନେତା ଜଗନ୍ନାଥ ପ୍ରଧାନ ଆଜି ସନ୍ଧ୍ୟାରେ ଡିସିପି ଅଫିସ ଯାଇ ଆତ୍ମସମର୍ପଣ କରିବା ପରେ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି I ଜଗା ପ୍ରଧାନକୁ ମିଶେଇ ବିଏମସି ବାବୁଙ୍କୁ ମାଡ ମାମଲାରେ 6 ଜଣ ଗିରଫ ହେଇ ସାରିଲେଣି I ଜଗା ପ୍ରଧାନ ଗିରଫ ହେବା ପରେ ଓଏଏସ ସଂଘ ଆନ୍ଦୋଳନରୁ ଓହରିଯାଇଛି I














