ମହଣ ମହଣ ସୁନାରେ ଝଟକିଲେ ମହାପ୍ରଭୁ । ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସୁନାବେଶରେ ଦର୍ଶନ କରିବା ପାଇଁ ବଡଦାଣ୍ଡ ଜନସମୁଦ୍ର ପାଲଟିଗଲା । ଲକ୍ଷ ଲକ୍ଷ ଭକ୍ତଙ୍କ ସୁଅ ଛୁଟିଥିଲା ପୁରୀକୁ । କାଳିଆ ସାଆନ୍ତଙ୍କୁ ରଥ ଉପରେ ସୁନାବେଶ ଦର୍ଶନ କରିବା ପାଇଁ ଆତୁର ହୋଇପଡିଥିଲେ ଭକ୍ତ ।