ସାଢେ ଚାରି ମାସ ପରେ ଖୋଲିଛି ବାଲେଶ୍ୱର ଜିଲ୍ଲାରେ ଥିବା କୁଲଡିହା ଅଭୟାରଣ୍ୟ । ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ଗୋହିରା ଭୋଳଠାରେ ନେଚର କ୍ୟାମ୍ପ , ୯ଗୋଟି ଟେଣ୍ଟର ବ୍ୟବସ୍ଥା କରାଯାଇଛି । ପର୍ଯ୍ୟଟକମାନେ ରାତ୍ରୀ ଯାପନ କରିବା ସହ ବିଭିନ୍ନ ଜିବ ଜନ୍ତୁଙ୍କୁ ଦେଖିପାରିବେ ।

LEAVE A REPLY

Please enter your comment!
Please enter your name here