କୁଣ୍ଡିଆ. କୁଣ୍ଡିଆ ଏକ ଏଭଳି  ରୋଗ, ଯାହା ସହଜରେ ଭଲ ହୁଏ ନାହିଁ. ଆଉ ଏଥିପାଇଁ ସମସ୍ତେ ବିଭିନ୍ନ ପ୍ରକାର ଔଷଧ ବ୍ୟବହାର କରିଥାନ୍ତି. ତେବେ ଏହି ରୋଗକୁ ଭଲ କରିବା ପାଇଁ ଆମେ ଆପଣଙ୍କୁ ଏକ ଘରୋଇ ଉପାୟ କହିବୁ ଯାହାକୁ କରିବା ଦ୍ୱାରା ଆପଣଙ୍କର ଏହି ସମସ୍ୟା ଅତି ସହଜରେ ଦୂର ହୋଇପାରିବ. ଏହାକୁ ଭଲ କରିବା ପାଇଁ କଦଳୀ ପତ୍ର ଖାଇବା ଏକମାତ୍ର ଉପାୟ. ଏହା ଏକ ଏଭଳି ପତ୍ର ଯାହାର ବ୍ୟବହାର ଦ୍ୱାରା କୁଣ୍ଡିଆ ଭଳି ରୋଗ ଦୂର ହୋଇପାରିବ. କୁଣ୍ଡିଆକୁ ଭଲ କରିବା ପାଇଁ ଏହି ପତ୍ର କୌଣସି ବରଦାନ ଠାରୁ କମ୍ ନୁହେଁ. ପ୍ରତିଦିନ ଏହି ପତ୍ରକୁ ଖାଇଲେ କୁଣ୍ଡିଆରୁ ମୁକ୍ତି ମିଳେ. କାରଣ ଏହାକୁ ଖାଇବା ଦ୍ୱାରା ଏଥିରେ ଥିବା ଔଷଧୀୟ ଗୁଣ ଓ ଭିଟାମିନ ଆମ ଶରୀରକୁ ଯାଇଥାଏ. ଫଳରେ ଏହି ରୋଗ ଭଲ ହୋଇଥାଏ.

 

LEAVE A REPLY

Please enter your comment!
Please enter your name here