ସାଧାରଣତଃ ସମସ୍ତେ ରୁଟି ଖାଇବାକୁ ପସନ୍ଦ କରିଥାନ୍ତି ଆଉ ଖାଦ୍ୟରେ ରୁଟିକୁ ସାମିଲ ମଧ୍ୟ କରିଥାନ୍ତି. ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ସବୁବେଳେ ରୁଟି ଖାଇବା ଦ୍ୱାରା ଏହା ଆମ ଶରୀରକୁ ସୁସ୍ଥ ରଖିବା ପରିବର୍ତ୍ତେ ଏହାର ଖରାପ ପ୍ରଭାବ ଶରୀର ଉପରେ ପଡିଥାଏ. ତାହାଲେ ଆସନ୍ତୁ ଜାଣିବା ରୁଟି କିପରି ଖାଇବା ଉଚିତ୍ ?ଯଦି ଆପଣ ଗରମ ରୁଟି ସହ କିଛି ପାନୀୟ ଦ୍ରବ୍ୟ ନେଉଛନ୍ତି ତାହାଲେ ଏପରି କରିବା ସଂପୂର୍ଣ୍ଣରୂପେ ଭୁଲ୍. କାରଣ ଗରମ ରୁଟି ସହ ପାନୀୟ ଦ୍ରବ୍ୟ ନେଲେ ଏହା ଆପଣଙ୍କ ପାଚକ ତନ୍ତ୍ର ଉପରେ ଖରାପ ପ୍ରଭାବ ପକାଇଥାଏ. ଫଳରେ ଏହା ପାଚକତନ୍ତ୍ରରେ ଥିବା ଏନଜାଇମକୁ ଦୁର୍ବଳ କରିଦେଇଥାଏ. ସେଥିପାଇଁ ରୁଟି ଖାଇବା ସମୟରେ ସର୍ବଦା ପାନୀୟ ଜାତୀୟ ଦ୍ରବ୍ୟକୁ ଏଡାଇବା ଉଚିତ୍.

 

LEAVE A REPLY

Please enter your comment!
Please enter your name here