ରବିବାର ସକାଳ ପ୍ରାୟ 9.15 ମିନିଟ୍ ରେ ମଞ୍ଚେଶ୍ୱର ଥାନା ସାମ୍ନାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି. ସୂଚନା ଅନୁସାରେ, ଗୋଟିଏ ଟ୍ରକଟି ରସୁଲଗଡ ଛକରୁ ଆସୁଥିବା ବେଳେ ଜଣେ ସ୍କୁଟି ଚାଳକଙ୍କୁ ପଛରେ ଧକ୍କା ଦେଇଥିଲା. ଘଟଣାସ୍ଥଳରେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଛି. ତେବେ ଟ୍ରକ ଡ୍ରାଇଭର ଟ୍ରକ ଛାଡି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି. ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି.

LEAVE A REPLY

Please enter your comment!
Please enter your name here