ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ବ୍ରାହ୍ମଣୀ , ବୈତରଣୀ, ରୁଷିକୁଲ୍ୟା ନଦୀ କୂଳରେ ବୃକ୍ଷରୋପଣ କରିବାକୁ ନିଷ୍ପତ୍ତି । ଜିଲ୍ଲାସ୍ତରରେ ଗ୍ରୀନ ମହାନଦୀ ମିଶନ କମିଟି ଗଠନ ହେବ । ଜିଲ୍ଲା ଗ୍ରୀନ ମିଶନ କମିଟିରେ ଜିଲ୍ଲାପାଳ ମୁଖ୍ୟ ରହିବେ । ସବୁ ପୌରାଞ୍ଚଳରେ ଲାଗିବ ଏଲଇଡି ଷ୍ଟ୍ରୀଟ ଲାଇଟ । ଯେଉଁଠି ମାନୁଆଲ ଲାଇଟ ଲାଗିଛି , ବଦଳାଇ ଏଲଇଡି ଲଗାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏଲଇଡି ଲାଇଟ ଲଗାଯିବାକୁ ପ୍ରାୟ ୨୫୦ କୋଟି ଖର୍ଚ୍ଚ ହେବ ।

LEAVE A REPLY

Please enter your comment!
Please enter your name here