ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲା । ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଜଳୁଛି ସାରା ଓଡିଶା । ୧୦ ଦିନ ଭିତରେ ମନ୍ତ୍ରୀ ଯଦି ଇସ୍ତଫା ନଦିଅନ୍ତି ତେବେ ଓଡିଶା ବନ୍ଦ ଡାକରା ଦେବ ଚକଂଗ୍ରେସ । ଦାବିରେ ଆସନ୍ତା ୧୨ ତାରିଖରେ ଓଡିଶା ବନ୍ଦ ଡାକରା ଦେଇଛି ଦଳ । ଏନେଇ ସୂଚନା ଦେଇଛନ୍ତି ମିଡିଆ ସେଲ ଆବାହକ ସତ୍ୟ ପ୍ରକାଶ ନାୟକ ।

LEAVE A REPLY

Please enter your comment!
Please enter your name here