ଦୁଇବର୍ଷ ପରେ ଧୂମଧାମରେ ପାଳନ ହେଉଛି ଗଶେଶ ପୂଜା । ରଙ୍ଗବେରଙ୍ଗ ଆଲୋକମାଳା ସହ ସୁଉଚ୍ଚ ତୋରଣରେ ଝଲସୁଛନ୍ତି ଗଜାନନ । ବିଭିନ୍ନ ମଣ୍ଡପ, ଶିକ୍ଷାନୁଷ୍ଠାନ ଓ କ୍ଲବ ଗୁଡିକରେ ବିଘ୍ନ ବିନାଶକ ଗଜାନନ ବିରାଜମାନ କରିଛନ୍ତି । ଗଣେଶଙ୍କ ଆବାହନ ସହ ଜଗତର ମଙ୍ଗଳକାମନା କରୁଛନ୍ତି ଲୋକେ ।

LEAVE A REPLY

Please enter your comment!
Please enter your name here