ରେଡ ଜୋନରେ କଟକଣା ନେଇ ସରକାରଙ୍କ ଗାଇଡ୍ ଲାଇନ୍ ।
୧.ମଲ୍ , ମାର୍କେଟ କମ୍ପଲେସ ଓ ସହରାଞ୍ଚଳରେ ବଜାର ବନ୍ଦ ରହିବ
୨.ସାଇକେଲ ରିକ୍ସା ଓ ଅଟୋ ରିକ୍ସା ଯିବା ଆସିବା ସମ୍ପୂର୍ଣ୍ଣ ବନ୍ଦ
୩.କିଛି କଟକଣା ସହ ଚାଲିବ ଟାକ୍ସି ଓ କ୍ୟାବ
୪.ଘରୋଇ କାରରେ ଡ୍ରାଇଭର ସହ ୨ ପାସେଞ୍ଜର ଯାଇପାରିବେ
୫.ଦୁଇ ଚକିଆ ଯାନରେ ପଛରେ କାହାକୁ ବସିବାକୁ ଅନୁମତି ନାହିଁ
୬.ଓଲା ଓ ଉବେରରେ ମେଡିକାଲକୁ ରୋଗୀ ଯିବା ଆସିବ କରିପାରିବେ
୭.ଜିଲ୍ଲା ଭିତରେ ଓ ବାହାରେ ବସ୍ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ
୮.ରେଡ ଜୋନରେ ସେଲୁନ୍‌, ସ୍ପା ମଧ୍ୟ ବନ୍ଦ ରହିବ
୯.ସହରାଞ୍ଚଳରେ ଔଷଧ ଜରୁରୀ ସାମଗ୍ରୀ ଉତ୍ପାଦନକାରୀଙ୍କୁ ଅନୁମତି
୧୦ଗ୍ରାମାଞ୍ଚଳରେ ସମସ୍ତ ଶିଳ୍ପାଞ୍ଚଳକୁ ଅନୁମତି
୧୧.ସ୍ଥାନୀୟ ଶ୍ରମିକଙ୍କୁ ନେଇ ସହରାଞ୍ଚଳର ନିର୍ମାଣ କାର୍ଯ୍ୟକୁ ଅନୁମତି
୧୨.ଗ୍ରାମାଞ୍ଚଳରେ ସମସ୍ତ ନିର୍ମାଣ କାର୍ଯ୍ୟକୁ ଅନୁମତି ।
୧୩.ମାର୍କେଟ ଓ ମାର୍କେଟ କମ୍ପଲେକ୍ସରେ ଜରୁରୀ ସାମଗ୍ରୀ ଦୋକାନ ଖୋଲିବ
୧୪.ସହରାଞ୍ଚଳରେ ରେସିଡେନ୍ସିଆଲ କମ୍ପଲେକ୍ସରେ ଗୋଟିକିଆ, ଧାଡିକିଆ ଦୋକାନ ଖୋଲିବ
୧୫.ଗ୍ରାମାଞ୍ଚଳରେ ମଲ ବ୍ୟତୀତ ସବୁ ଦୋକାନ ଖୋଲିବ
୧୬.ରେଡ ଜୋନରେ ଜରୁରୀ ସାମଗ୍ରୀ ପାଇଁ ଇ କମର୍ସକୁ ଅନୁମତି
୧୭.୩୩ ପ୍ରତିଶତ କର୍ମଚାରୀଙ୍କୁ ନେଇ ଘରୋଇ ଅନୁଷ୍ଠାନ କାମ କରିବ
ଅରେଞ୍ଜ ଓ ଗ୍ରୀନ ଜୋନରେ କଣ କଟକଣା ରହିଛି
ବସ ଚଳାଚଳ ବନ୍ଦ
ଗ୍ରୀନ ଜୋନରେ ଆନ୍ତଃ ରାଜ୍ୟ ମାଲବାହୀ ଗାଡି ଚଳାଚଳ କରିପାରିବ
ଅରେଞ୍ଜ ଜୋନରେ ଟ୍ୟାକ୍ସି ଓ ଅନଲାଇନ କ୍ୟାବ ସେବା ପାଇଁ ଅନୁମତି
କାରରେ ଡ୍ରାଇଭରଙ୍କ ସହ ୨ ଜଣ ଯାତ୍ରୀ ଯାଇପାରିବେ
କେବଳ ଅନୁମତିପ୍ରାପ୍ତ କାର୍ଯ୍ୟକଳାପ ପାଇଁ ଅନ୍ୟ ଜିଲ୍ଲାକୁ ଗାଡି ନେଇ ଯାଇହେବ

LEAVE A REPLY

Please enter your comment!
Please enter your name here