କଂଗ୍ରେସ ପାର୍ଟିରେ ନୂଆ ଯୁଗର ଆରମ୍ଭ । ୨୪ ବର୍ଷ ପରେ ପାର୍ଟିକୁ ଅଣ ଗାନ୍ଧି ଅକ୍ଷଧ୍ୟ ମିଳିଛି । କଂଗ୍ରେସ ଅଧକ୍ଷ୍ୟ ଭାବେ ଦାୟିତ୍ୱ ନେଲେ ମଲ୍ଲିକାର୍ଜୁନ ଖଡଗେ । ନୂଆଦିଲ୍ଲୀ ଏଆଇସିସି କାର୍ଯ୍ୟଳୟରେ ଦଳର ନିର୍ବାଚନ ଅଧିକାରୀଙ୍କ ଠାରୁ ସଭାପତି ଭାବେ ସାର୍ଟିଫିକେଟ ଗ୍ରହଣ କଲେ ଖଡଗେ । ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here