ଦରବୃଦ୍ଧିରେ ନିୟନ୍ତ୍ରଣ ନାହିଁ । ଗ୍ୟାସ ସିଲିଣ୍ଡର ପିଚ୍ଛା 50 ଟଙ୍କା ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଫଳରେ ରନ୍ଧନ ଗ୍ୟାସ ମୂଲ୍ୟ ଭୁବନେଶ୍ବରରେ 1129 ଟଙ୍କାରେ ପହଞ୍ଚିଛି । ପୂର୍ବରୁ ଏହାର ଦର 1079 ଟଙ୍କା ରହିଥିଲା । ଗତବର୍ଷ ଜୁଲାଇ ମାସରେ ଏଲପିଜି ସିଲିଣ୍ଡର ଦର 50 ଟଙ୍କା ବଢିଥିଲା ।
ରନ୍ଧନ ଗ୍ୟାସ ଦର ବୃଦ୍ଧି ନିୟନ୍ତ୍ରଣ କରିବାରେ ସରକାର ବିଫଳ ହୋଇଛନ୍ତି । ଦରବୃଦ୍ଧିକୁ ନେଇ ସାଧାରଣ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here