କମଳ ଦେଶ ରାଜକୁମାର ବିଶିଷ୍ଟ ସଂଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କୁ ଅନ୍ତିମ ବିଦାୟ I ଆଜି ପୁରୀ ସ୍ବର୍ଗଦ୍ୱାରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ଶେଷକୃତ୍ୟ I ଗତକାଲି ରାତିରେ ଶୋଇବାକୁ ଯାଉଥିବା ବେଳେ ହୃଦଘାତରେ ତାଙ୍କର ପରଲୋକ ହୋଇଥିଲା I ତାଙ୍କ ବିୟୋଗରେ ସଂଗୀତ ଜଗତରେ ଶୋକର ଛାୟା ଖେଳି ଯାଇଛି I ଓଡ଼ିଆ ଶାସ୍ତ୍ରୀୟ ସଂଗୀତ, ଓଡ଼ିଆ ସିନେମାରେ ସେ ଗାଇଥିବା ଅନେକ ସଂଗୀତ ତାଙ୍କୁ ସବୁଦିନ ପାଇଁ ସ୍ମରଣୀୟ ରଖିବ I 🙏

LEAVE A REPLY

Please enter your comment!
Please enter your name here