କୁଲଡିହାରେ ରୋମାନ୍ସ. କୁଲଡିହା ବନ ବିଭାଗ ଅଧିକାରୀଙ୍କ ଅଫିସରେ ଚାଲିଥିଲା ଏମିତି ଲୁଚାଛୁପା ପ୍ରେମ. ଜଣେ ମହିଳା ସୁରକ୍ଷା କର୍ମଚାରୀଙ୍କ ସହ ବନ ବିଭାଗ ଅଧିକାରୀଙ୍କ ରୋମାନ୍ସ . ଲୁଚାଛୁପା ପ୍ରେମ, ଚୁମ୍ବନ ଓ ଆଲିଙ୍ଗନର ଦୃଶ୍ୟ କଏଦ ହୋଇଛି କ୍ୟାମେରାରେ. ଯେଉଁ ବାବୁଙ୍କ ନାଁରେ ରୋମାନ୍ସ ଭିଡିଓର ଅଭିଯୋଗ ଉଠିଛି, ତାଙ୍କର ବାରିପଦାକୁ ବଦଳି ହୋଇଯାଇଛି. ଗତ ବୁଧବାର ଦିନ ବାବୁଙ୍କୁ କୁଲଡିହା ରେଞ୍ଜ ଅଫିସରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା. ଭିଡିଓ ଭାଇରାଲ ହେବା ପରେ ବାବୁ କହୁଛନ୍ତି, ତାଙ୍କୁ ଫସାଇ ଦିଆଯାଇଛି.