ଆଇପିଏସ ଅରୁଣ ବୋଥ୍ରାଙ୍କୁ ରାଜ୍ୟ ସରକାର ପ୍ରମୋସନ ଦେଇଛନ୍ତି । ଅତିରିକ୍ତ ଡିଜି ପାହ୍ୟାକୁ ପଦୋନନ୍ତି ପାଇଛନ୍ତି ଶ୍ରୀ ବୋଥ୍ରା । ନୟାଗଡ ପରୀ ହତ୍ୟା ମାମଲାର ତଦନ୍ତ କରୁଥିବା ଏସଆଇଟି ମୁଖ୍ୟ ଭାବେ ଖୁବ୍ ଚର୍ଚ୍ଚାରେ ଥିବା ଅରୁଣ ବୋଥ୍ରାଙ୍କୁ ସରକାର ପଦୋନନ୍ତି ଦେଇଛନ୍ତି । ବୋଥ୍ରାଙ୍କ ସହିତ 1996 ବ୍ୟାଚର ଆଉ ଦୁଇଜଣ ଆଇପିଏସଙ୍କୁ ମଧ୍ୟ ସରକାର ପଦୋନ୍ନତି ଦେଇଛନ୍ତି । ଏମାନେ ହେଲେ ସଂଜୟ ସିଂହ ଓ ସୁନୀତା କାକରନ୍ ।

LEAVE A REPLY

Please enter your comment!
Please enter your name here