ମହାରାଷ୍ଟ୍ର ନାସିକରେ ମର୍ମନ୍ତୁଦ ଦୁର୍ଘଟଣା । ଅଟୋ ସହ ଧକ୍କା ଖାଇ କୂଅ ଭିତରକୁ ପଶିଗଲା ବସ୍ । ଦୁର୍ଘଟଣାରେ ୧୧ ମୃତ୍ୟୁ, ୨୦ ରୁ ଅଧିକ ଗୁରୁତର । ଧକ୍କା ଖାଇ ପ୍ରଥମେ କୂଅରେ ପଡିଥିଲା ଅଟୋ, ତା ଉପରେ ବସ୍ । ଅଟୋରେ ଥିବା ସମସ୍ତ ୭ ଜଣ ଯାତ୍ରୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ । ବସରେ ଥିବା ୪ ଯାତ୍ରୀଙ୍କ ମୃତ୍ୟୁ, ୨୦ରୁ ଅଧିକ ଯାତ୍ରୀ ଆହତ । ଆହତମାନଙ୍କୁ ଉଦ୍ଧାର ଜାରି, ମୃତକଙ୍କ ସଂଖ୍ୟା ବଢିବା ସମ୍ଭାବନା

LEAVE A REPLY

Please enter your comment!
Please enter your name here