ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ହୋମ ଆଇସୋଲେସନ ଗାଇଡଲାଇନ୍ ଜାରି କରାଯାଇଛି । ସାମାନ୍ୟ ଲକ୍ଷଣ କିମ୍ବା ଲକ୍ଷଣହୀନ ହୋମ ଆଇସୋଲେସନରେ ରହିପାରିବେ । ୬୦ରୁ ଉର୍ଦ୍ଧ୍ୱ, ବହୁବିଧ ରୋଗାକ୍ରାନ୍ତଙ୍କ ପାଇଁ ସର୍ତ୍ତମୂଳକ ହୋମ ଆଇସୋଲେସନ ଜାରି କରାଯାଇଛି । ଡାକ୍ତରଙ୍କ ପରୀକ୍ଷାନିରୀକ୍ଷା ପରେ ମିଳିବ ହୋମ ଆଇସୋଲେସନ ପାଇଁ ଅନୁମତି । ଟେଷ୍ଟ ପଜିଟିଭ୍ ଆସିବାର ୭ଦିନ ପର୍ଯ୍ୟନ୍ତ ହୋମ ଆଇସୋଲେସନ । ୭ଦିନ ଭିତରେ ଲଗାତାର ୩ଦିନ ଜ୍ୱର ନଆସିଲେ ସରିବ ଆଇସୋଲେସନ । ୭ଦିନ ଭିତରେ ୩ଦିନ ଜ୍ୱର ନଆସିଲେ ୭ଦିନ ପରେ ରି-ଟେଷ୍ଟ ଅନାବଶ୍ୟକ । ଲକ୍ଷଣହୀନ କଣ୍ଟାକ୍ଟମାନେ ଆଦୌ ଟେଷ୍ଟ କରିବା ଦରକାର ନାହିଁ ।

LEAVE A REPLY

Please enter your comment!
Please enter your name here