କୋଭିଡ ବିରୋଧୀ ଲଢେଇରେ ଆଉ ଏକ ସଫଳତା । କୋର୍ବେଭାକ୍ସ ଓ କୋଭୋଭାକ୍ସ ଭ୍ୟାକ୍ସିନର ଜରୁରୀ ବ୍ୟବହାର ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ସେଣ୍ଟ୍ରାଲ ଡ୍ରଗ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ ପକ୍ଷରୁ ଅନୁମତି ମିଳିଛି । ଏଥିସହ ଆଣ୍ଟି ଭାଇରାଲା ଡ୍ରଗ ମୋଲନୁପିରାଭିରର ଜରୁରୀ ବ୍ୟବହାରକୁ ଅନୁମତି ଦିଆଯାଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ମନସୁଖ ମାଣ୍ଡଭୀୟ ସୂଚନା ଦେଇଛନ୍ତି । ସେ ଏକ ଟ୍ୱିଟ କରି କହିଛନ୍ତି କି ମୋଲନୁପିରବୀର ଏକ ଆଣ୍ଟିବାୟରାଲ ଔଷଧ, ଯାହାକି ଦେଶର ୧୩ ଟି କମ୍ପାନୀ ବୟସ୍କ ଲୋକଙ୍କ ଚିକିତ୍ସା ପାଇଁ ଜରୁରୀକାଳୀନ ବ୍ୟବହାର ପାଇଁ ପ୍ରସ୍ତୁତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here