ଏପ୍ରିଲ 2 ରୁ ସକାଳୁଆ ସ୍କୁଲ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ସକାଳ ସାଢେ 6ଟାରୁ 10 ଟା ଯାଏଁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ କ୍ଲାସ କରାଯିବ । ସକାଳ 7 ଟାରୁ 11ଟା ନବମ ଓ ଦଶମ ଶ୍ରେଣୀ ପିଲାଙ୍କ କ୍ଲାସ କରାଯିବ ।

LEAVE A REPLY

Please enter your comment!
Please enter your name here