ଚିନ୍ତା ବଢାଇଦେଲା ଯାଜପୁର I ଗୋଟିଏ ଦିନରେ ଜିଲ୍ଲାରୁ 17 କରୋନା ପଜିଟିଭ୍ ବାହାରିବା ପରେ ସ୍ଥିତି ଭୟଙ୍କର ହୋଇଛି I ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା 36କୁ ବୃଦ୍ଧି ପାଇଥିବା ବେଳେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 142ରେ ପହଞ୍ଚିଛି I ତେବେ ଯାଜପୁର ଜିଲ୍ଲାରେ ଚିହ୍ନଟ ହୋଇଥିବା ଚଉଦ ଆକ୍ରାନ୍ତ କଟିକଟା ଅଂଚଳର ଏବଂ ପୂର୍ବରୁ ଏହି ଗାଁରୁ 6ଜଣ କରୋନା ଆକ୍ରାନ୍ତ ବାହାରିବା ପରେ ଏହାକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିଲା I ଏକକାଳୀନ ସର୍ବାଧିକ କରୋନା ପଜିଟିଭ୍ ବାହାରିବାରେ ଯାଜପୁର ଜିଲ୍ଲା ରେକର୍ଡ ସୃଷ୍ଟି କରିଛି I

LEAVE A REPLY

Please enter your comment!
Please enter your name here