ସବୁ ପ୍ରମାଣ ଥାଇ କି ବି କାର୍ଯ୍ୟାନୁଷ୍ଠାନ ହେଉନି । କାହିଁକି ନା ସେ ବିଜେଡିର ବିଧାୟକ । ନ୍ୟାୟ ପାଇବା ପାଇଁ ମୁଁ ଏପଟ ସେପଟ ହୋଇ ଥକିଗଲିଣି । ଖାଲି ଥାନା ଏବଂ କୋର୍ଟ ଦଉଡୁଛି । ମୋ ଅଭିଯୋଗର ତଦନ୍ତ ଠିକ୍ ଭାବରେ ହେଉନାହିଁ । ଆଜି ବିଜେପିର ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ଭେଟି ଏମିତି କହିଛନ୍ତି ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାଶଙ୍କ ବାନ୍ଧବୀ ସୋମାଲିକା ଦାଶ । ଏହି ପ୍ରସଙ୍ଗକୁ ବିଧାନସଭାରେ ଉଠାଇବାକୁ ସେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here