ଦୁର୍ଦ୍ଦାନ୍ତ ମାଓନେତା ରାକେଶ ମୃତ । ଏନକାଉଣ୍ଟରରେ ରାକେଶର ମୃତ୍ୟୁ ନେଇ ସୂଚନା । ବଣ୍ଡାଘାଟି ପାକନଗୁଡା ଜଙ୍ଗଲରେ ଏନକାଉଣ୍ଟରରେ ରାକେଶର ମୃତ୍ୟୁ ହୋଇଛି । ଏହି ସୂଚନା ଦେଇଛନ୍ତି ପୋଲିସ ଡିଜି ବିଜୟ କୁମାର ଶର୍ମା । ଆନ୍ଧ୍ର ଓଡିଶା ବର୍ଡର ସ୍ପେଶାଲ ଜୋନାଲ କମିଟିର ରାକେଶ । ଡିଭିଜନାଲ କମିଟି ମେମ୍ବର ରାକେଶ ମିଲିଟାରୀ ପ୍ଲାଟୁନ ମୁଖ୍ୟ ଥିଲା । ରାକେଶର ଘର ଛତିଶଗଡ ସୁକମା ଜିଲ୍ଲା ଘଟ୍ଟାପାଡ ଗାଁରେ । ରାକେଶ ମୁଣ୍ଡ ପାଇଁ ୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ଥିଲା ।

LEAVE A REPLY

Please enter your comment!
Please enter your name here