ମୁଁ ଏ ଦୁନିଆ ଆଉ ସମାଜରୁ ଅଲଗା । ପିଲାବେଳୁ ସବୁବେଳେ ଅଜବ କାରନାମା କରେ । ଘରେ ମୋତେ କହିଲେ ତୋର ଯାହା ଇଛା ସେୟା କର । ସେଥିପାଇଁ ମୁଁ ନିଷ୍ପତ୍ତି ନେଇଛି ନିଜକୁ ନିଜେ ବାହାହେବି । ଦର୍ଶକବନ୍ଧୁ , ଆପଣ ଜାଣିଥିବେ ପୁଅ-ଝିଅକୁ ବିବାହ କରନ୍ତି କିମ୍ବା ସମଲିଙ୍ଗୀ ବିବାହ କଥା । କିନ୍ତୁ ନିଜେ ନିଜକୁ ବିବାହ କରିବା କଥା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେଉଥିବେ । ଗୁଜରାଟର ଜଣେ ୨୪ ବର୍ଷୀୟା ମହିଳା କାଶମା ବିନ୍ଦୁ ନିଜକୁ ନିଜ ସହ ବିବାହ କରିବେ । କୌଣସି ପୁଅଙ୍କୁ ବିବାହ କରିବାକୁ ତାଙ୍କର ଇଛା ନାହିଁ । କିନ୍ତୁ ନବବଧୂ ହେବାକୁ ଇଛା ଅଛି । ସେଥିପାଇଁ ମୁଁ ନିଜେ ନିଜକୁ ବିବାହ କରିବି । ଏହି ବିବାହ ସମ୍ପୂର୍ଣ୍ଣ ରୀତିନୀତିରେ ମନ୍ଦିରରେ ହେବ । ବିବାହ ପରେ ସେ ଗୋଆ ହନିମୁନ୍ ପାଇଁ ଯିବେ । ଆସନ୍ତା ୧୧ ତାରିଖରେ ଏହି ବିବାହ ସମ୍ପନ୍ନ ହେବ ।

LEAVE A REPLY

Please enter your comment!
Please enter your name here