ମହାରାଷ୍ଟ୍ର ରାଜନୀତିରେ ନୂଆମୋଡ । ରାତାରାତି ବଦଳିଲା ସମୀକରଣ । ଏନସିପି ସହ ମିଶି ମହାରାଷ୍ଟ୍ରର ସରକାର ଗଢିଲା ବିଜେପି । ଦ୍ୱିତୀୟ ଥର ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହେଲେ ଫଡନାଭିସ୍ । ଦେବେନ୍ଦ୍ର ଫଡନାବିସ୍ ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ । ଏନସିପିର ଅଜିତ୍ ପାୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ । ରାଜ୍ୟପାଳ ଭଗତ ସିଂ କୋଶୟାରୀ କରାଇଲେ ଶପଥ ପାଠ । କଂଗ୍ରେସ-ଏନସିପି-ଶିବସେନା ମେଣ୍ଟ ସରକାର ଗଠନ ନେଇ ଚର୍ଚ୍ଚାରେ ଥିଲେ ।

LEAVE A REPLY

Please enter your comment!
Please enter your name here