ନିର୍ଭୟା ମାମଲା, ୨ ଦୋଷୀଙ୍କ କ୍ୟୁରେଟିଭ ପିଟିସନ ଖାରଜ । କ୍ୟୁରେଟିଭ ପିଟିସନ ଖାରଜ କଲେ ସୁପ୍ରିମକୋର୍ଟ । ବିନୟ ଓ ମୁକେଶଙ୍କ ପକ୍ଷରୁ ଦାୟର କ୍ୟୁରେଟିଭ ପିଟିସନ ଖାରଜ । କ୍ୟୁରେଟିଭ ପିଟିସନ ଖାରଜ ପରେ ଦୋଷୀଙ୍କ ଫାଶୀ ପକ୍କା ହେଲା । ଆସନ୍ତା ୨୨ ତାରିଖରେ ଫାଶୀ ଦେବାକୁ ଦିନ ଧାର୍ଯ୍ୟ ହୋଇଛି । ୨୨ ତାରିଖ ସକାଳ ୭ଟାରେ ଫାଶି ଦେବାକୁ ଧାର୍ଯ୍ୟ ହୋଇଛି ।

LEAVE A REPLY

Please enter your comment!
Please enter your name here