ଆସନ୍ତା ନିର୍ବାଚନରେ କେଉଁ ବିଧାୟକଙ୍କୁ ଟିକେଟ ଦେବନି ବିଜେଡି, ଏମିତି ଏକ ସମ୍ଭାବ୍ୟ ତାଲିକା ସଂକ୍ରାନ୍ତୀୟ ଅଡିଓ ଆଜି ଭାଇରାଲ ହୋଇଛି. ଅଡିଓର ସତ୍ୟାସତ୍ୟ ରହିଛି କି ଏହା ଏକ ଫେକ୍ ଅଡିଓ, ତାହା ଯଦିଓ ସ୍ପଷ୍ଟ ନୁହେଁ, ମାତ୍ର ଭାଇରାଲ ଅଡିଓ ତଥ୍ୟ ଅନୁଯାୟୀ 50 ଜଣ ବିଧାୟକଙ୍କୁ ଟିକେଟ ମିଳିବନି. ଭାଇରାଲ ଅଡିଓ ତଥ୍ୟ ଅନୁଯାୟୀ କେଉଁ ଜିଲ୍ଲାରୁ କିଏ କଟିବେ, ତାର ସୂଚନା ଦିଆଗଲା.
କଟକ – ପ୍ରଭାତ ତ୍ରିପାଠୀ, ପ୍ରଭାତ ବିଶ୍ବାଳ, ପ୍ରମୋଦ ମଲ୍ଲିକ କେନ୍ଦ୍ରାପଡା- କିଶୋର ଚନ୍ଦ୍ର ତରେଇ, ବେଦପ୍ରକାଶ ଅଗ୍ରଓାଲ
ଜଗତସିଂହପୁର – ରାଜଶ୍ରୀ ମଲ୍ଲିକ ଯାଜପୁର – ଆକାଶ ଦାସ ନାୟକ ଭଦ୍ରକ – ଯୁଗୋଳ କିଶୋର ପଟ୍ଟନାୟକ, ମୁକ୍ତିକାନ୍ତ ମଣ୍ଡଳ
ବାଲେଶ୍ବର – ଜୀବନ ପ୍ରଦୀପ ଦାସ, ପର୍ଶୁରାମ ଧଡା, ଅଶ୍ବିନୀ ପାତ୍ର ଓ ସୁକାନ୍ତ କୁମାର ନାୟକ
କେନ୍ଦୁଝର – ଅଭିରାମ ନାୟକ, ବେଦବ୍ୟାସ ନାୟକ, ହୃଶିକେଶ ନାଏକ ମୟୁରଭଞ୍ଜ – ପ୍ରବୀଣ କୁମାର ଭଞ୍ଜଦେଓ, ସୁଦାମ ମାରାଣ୍ଡି, ଗୋଲକ ବିହାରୀ ନାୟକ,
ସୁନ୍ଦରଗଡ – ମଙ୍ଗଳା କିଷାନ, ସୁବ୍ରତ ତରେଇ ବଲାଙ୍ଗୀର – ଯୋଗେନ୍ଦ୍ର ବେହେରା, ମହମ୍ମଦ ଆୟୁବ ଖାନ୍, ଟୁକୁନି ସାହୁ
କଳାହାଣ୍ଡି – ଦିବ୍ୟଶଙ୍କର ମିଶ୍ର, ଅନାମ ନାୟକ, ବଳଭଦ୍ର ମାଝୀ
ଅନୁଗୁଳ – ବ୍ରଜକିଶୋର ପ୍ରଧାନ, ରଜନୀକାନ୍ତ ସିଂ, ସନ୍ଦୀପ ସାହୁ, ସୁଶାନ୍ତ ବେହେରା
ପୁରୀ – ସୁରେନ୍ଦ୍ର ସେଠୀ ଖୋର୍ଦ୍ଧା – ଭାଗିରଥୀ ବଡଜେନା, ପ୍ରଶାନ୍ତ ଜଗଦ୍ଦେବ, ପ୍ରିୟଦର୍ଶି ମିଶ୍ର, ବିଜୟ ମହାନ୍ତି
ନୟାଗଡ- ଅନୁଭବ ପଟ୍ଟନାୟକ, ରବିନାରାୟଣ ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ନାୟକ
ଗଞ୍ଜାମ – ଦେବରାଜ ମହାନ୍ତି, ପୂର୍ଣ୍ଣଚନ୍ଦ୍ର ସେଠୀ, ପୂର୍ଣଚନ୍ଦ୍ର ସ୍ବାଇଁ, ଭି. ସୁଜ୍ଞାନ କୁମାର ଦେଓ, ନନ୍ଦିନୀ ଦେବୀ, ସୁକାନ୍ତି ସାହୁ
କନ୍ଧମାଳ – ରାଜୀବ ପାତ୍ର ରାୟଗଡା – ତ୍ରିନାଥ ଗମାଙ୍ଗ ମାଲକାନଗିରି – ମାନସ ମାଡକାମୀ
ନବରଙ୍ଗପୁର – ସୁବାଷ ଗଣ୍ଡ, ମନୋହର ରନ୍ଧାରୀ