ଦାମ ରାଉତଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ପାରାଦୀପ ବିଧାନସଭା ଆସନ ପାଇଁ ଟିକଟ ଦେଲା ବିଜେଡି. ଦାମ ରାଉତଙ୍କୁ ବିଜେଡିରୁ ବହିଷ୍କୃତ କରାଯିବା ପରେ ପୁଅ ସମ୍ବିତ ବିଜେଡି ଛାଡି ନଥିଲେ. ଯଦିଓ ଦାମ ରାଉତ ବିଜେପିରେ ଯୋଗଦେବା ପରେ ତାଙ୍କ କର୍ପୋରେଟର ଝିଅ ପ୍ରିତୀନନ୍ଦା ବିଜେଡି ଛାଡି ବାପାଙ୍କ ସହ ବିଜେପିରେ ମିଶିଲେ, କିନ୍ତୁ ସମ୍ବିତ ବିଜେଡିରେ ରହିଲେ. ଏପରିକି ଯେଉଁଦିନ ଦାମ ରାଉତ ଦିଲ୍ଲୀ ଯାଇ ବିଜେପିରେ ମିଶିଲେ, ସେହିଦିନ ସମ୍ବିତ ନବୀନ ନିବାସ ଯାଇଥିବାକୁ ନେଇ ରାଜନୀତିକ ମହଲରେ ଚର୍ଚ୍ଚା ହୋଇଥିଲା. ଏବେ ବାପାଙ୍କ ଗଡରେ ବିଜେଡି ପୁଅ ସମ୍ବିତଙ୍କୁ ଟିକଟ ଦେଇ ବାଜି ମାରିନେବାକୁ ଲକ୍ଷ୍ୟ ରଖିଛି.

ପୁରୀ-ମହେଶ୍ୱର ମହାନ୍ତି
ଜଟଣୀ- ବିଭୁତି ବଳବନ୍ତରାୟ
ପାରାଦୀପ- ସମ୍ବିତ ରାଉତରାୟ
ତିର୍ତ୍ତୋଲ- ବିଷ୍ଣୁ ଦାସ
ବାରବାଟୀ କଟକ-ଦେବାଶିଷ ସାମନ୍ତରାୟ
କଟକ ସଦର-ଚନ୍ଦ୍ର ସାରଥୀ ବେହେରା
ଯଶୀପୁର-ଗୋଲକ ନାୟକ
ବାଙ୍ଗିରିପୋଷି-ସୁଦାମ ମାରାଣ୍ଡି
ବାଲେଶ୍ୱର-ଜୀବନ ପ୍ରଦୀପ ଦାସ
ଭଦ୍ରକ-ସଞ୍ଜିବ ମଲ୍ଲୀକ
ରାଜନଗର-ଧୃବ ସାହୁ
ସୋର-ପର୍ଶୁରାମ ଧଡା
ବଡଚଣା-ଅମର ଶତପଥୀ
ରେଙ୍ଗାଲି-ରୀନା ତନ୍ତି
ସାରସକଣା-ଅମର ସିଂ ଟୁଡୁ
ଜଳେଶ୍ୱର-ଅଶ୍ୱିନୀ ପାତ୍ର
ଉଦଳା-ଶ୍ରୀନାଥ ସୋରେନ
ବଡସାହି-ବୃନ୍ଦାବନ ଦାସ

LEAVE A REPLY

Please enter your comment!
Please enter your name here