ଓଆରଏଚଡିସି ଦୁର୍ନୀତି ମାମଲାରେ ବିନୋଦ କୁମାରଙ୍କୁ ପୁଣି ସଜ୍ଜା । ପୂର୍ବତନ ଆଇଏଏସ ବିନୋଦ କୁମାରଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ । ୩ ବର୍ଷ ଜେଲ ସହ ୫୦ ହଜାର ଟଙ୍କା ଜରିମାନା କଲେ ଭିଜିଲାନ୍ସ କୋର୍ଟ । ବିନୋଦ କୁମାରଙ୍କ ସହ ମୋଟ ୬ ଜଣଙ୍କୁ ଜେଲ୍ ଓ ଜରିମାନା ଦଣ୍ଡ । ଲୋକଙ୍କୁ ଘର ଦେବା ନାଁରେ ଟଙ୍କା ହଡପ ମାମଲାରେ ଦଣ୍ଡାଦେଶ ।

LEAVE A REPLY

Please enter your comment!
Please enter your name here