ଆଜି ଭୁବନେଶ୍ୱରରୁ ୮୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୪୧ କ୍ୱାରେଣ୍ଟିନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ୪୬ ରହିଛି । ଜାଗମରା, ୟୁନିଟ୍‌-୩, ଝାରପଡା, ୟୁନିଟ୍‌-୧, ଲକ୍ଷ୍ମୀସାଗର, କଳିଙ୍ଗବିହାର, ରସୁଲଗଡ ଜଗନ୍ନାଥ ନଗର, ବରମୁଣ୍ଡା ତ୍ରୀନାଥ ବଜାର, କାନନ ବିହାର, ନୟାପଲ୍ଲୀ ଆଇଆରସି ଭିଲେଜ, ଗଙ୍ଗନଗର, ଟଙ୍କପାଣି, ନୟାପଲ୍ଲୀ ଗାନ୍ଧୀ ବସ୍ତି, ଜୟଦେବବିହାର ସାହିଲ ସ୍କୋୟାର,ଜିଜିପି କଲୋନୀ, ପାହାଳ, କଳିଙ୍ଗନଗର, ପାତ୍ରପଡା, ଟଙ୍କପାଣି ରୋଡ୍ ପାଣ୍ଡବନଗର, କଳିଙ୍ଗନଗର ପ୍ରାଇଭେଟ ହସ୍ପିଟାଲ, କାନନ ବିହାର, ଚନ୍ଦ୍ରଶେଖରପୁର, ଖଣ୍ଡଗିରି ଅମିତ ନଗର, ୟୂନିଟ୍‌-୪ ଶାସ୍ତ୍ରୀ ନଗର, ପଟିଆ ଅହଲ୍ୟା ନଗର, କଳିଙ୍ଗନଗର, ଲକ୍ଷ୍ମୀସାଗର ଓସ୍କାର ସିଟି, ୟୁନିଟ-୬ ଶବର ସାହି ବସ୍ତି, ଚନ୍ଦ୍ରଶେଖର ପୁର ପ୍ରାଚୀ ଏନକ୍ଲେଭ, ଲୁଇସ୍ ରୋଡ, ଏହି ସବୁ ଅଞ୍ଚଳରୁ ଜଣେ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଶୈଳଶ୍ରୀବିହାରରୁ୨, ଗୌତମ ନଗର ହରିହର ଏନକ୍ଲେଭରୁ ୩, ଆଚାର୍ଯ୍ୟ ବିହାରରୁ୨, ଗଙ୍ଗନଗର ପିଚୁ ପଡିଆ ବସ୍ତିରୁ ୨, ନୟାପଲ୍ଲୀ ତ୍ରୀନାଥ ନଗର ବସ୍ତିରୁ ୪, ଏବଂ ପ୍ରାଇଭେଟ୍ ହସ୍ପିଟାଲ ୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here