ରାକ୍ଷୀ…ରେଶମ ଡୋରୀ । ଏହି ରେଶମର ଡୋରୀ ଭିତରେ ଲୁଚି ରହିଛି ଭାଇ ଭଉଣୀଙ୍କ ଅନାବିଳ ସ୍ନେହ ଓ ଭଲପାଇବା । ପ୍ରତିବର୍ଷ ଶ୍ରାବଣ ମାସର ଗହ୍ମା ପୂର୍ଣ୍ମିମାକୁ ଅପେକ୍ଷା କରି ରହିଥାନ୍ତି ଉଭୟ । ଭଉଣୀ ହାତରୁ ରାକ୍ଷୀ ବାନ୍ଧି ଭାଇ ଯେତିକି ଖୁସି ହୋଇଥାଏ, ଭାଇ ହାତରେ ରାକ୍ଷୀ ବାନ୍ଧି ଭଉଣୀ ତତୋଧିକ ଆହ୍ଲାଦିତ ହୋଇଥାଏ । ସାରା ଜୀବନ ସୁରକ୍ଷିତ ରଖିବା ପାଇଁ ଭାଇ ଭଉଣୀକୁ ପ୍ରତିଶୃତି ଦେଇଥାଏ । ଭାଇ ସାନ ହେଉ ଅବା ବଡ ସବୁବେଳେ ଭଉଣୀର ଅଳି ଅର୍ଦ୍ଦଳି ଶୁଣିଥାଏ । ରାକ୍ଷୀ ପୂର୍ଣ୍ଣିମାର ଏହି ପରଂପରା କେଉଁ କାଳରୁ ପ୍ରଚଳିତ ହୋଇଆସୁଛି । ହିନ୍ଦୁ ଦେବାଦେବୀଙ୍କ ମନ୍ଦିରରେ ବି ଏହି ରାକ୍ଷୀ ବନ୍ଧା ପରଂପରା ରହିଆସିଛି ।

LEAVE A REPLY

Please enter your comment!
Please enter your name here