ରାଜ୍ୟ ବିଜେପି ପାଇଁ ନିଯୁକ୍ତ ହେଲେ ନୂଆ ପ୍ରଭାରୀ I ସୁନୀଲ ବଂଶଲଙ୍କୁ ଓଡିଶା ବିଜେପି ପ୍ରଭାରୀ ଭାବେ ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ନିଯୁକ୍ତି ଦିଆଯାଇଛି I ଓଡିଶା ପ୍ରଭାରୀ ଦାୟିତ୍ବ ସହ ସେ ତେଲେଙ୍ଗାନା ଓ ପଶ୍ଚିମବଙ୍ଗ ପ୍ରଭାରୀ ଭାବେ କାର୍ଯ୍ୟ କରିବେ I

LEAVE A REPLY

Please enter your comment!
Please enter your name here