ରାଜ୍ୟରେ ଆଉ 3 କରୋନା ପଜିଟିଭ୍ ଚିହ୍ନଟ । ୨ କରୋନା ଆକ୍ରାନ୍ତ ବାଲେଶ୍ୱର ଜିଲ୍ଲାର , କଟକରୁ ଜଣେ ଆକ୍ରାନ୍ତ ଚିହ୍ନଟ। ବାଲେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩ ହେଲା । ନୂଆ 3 କରୋନା ଆକ୍ରାନ୍ତ ଚିହ୍ନଟ ପରେ ରାଜ୍ୟରେ ମୋଟ୍ 173 କୁ ବୃଦ୍ଧି ହେଲା କରୋନା କରୋନା ପଜିଟିଭ୍

LEAVE A REPLY

Please enter your comment!
Please enter your name here