ମଡେଲ ସୌମ୍ୟଙ୍କ ମୃତ୍ୟୁକୁ ୨୨ ଦିନ ପୁରିଗଲାଣି । ହେଲେ କାହିଁକି ପୋଲିସ କିଛି ଆକ୍ସନ ନେଉନି । କାହିଁକି ଚୁପ୍ ବସିଛି ପୋଲିସ । ସୌମ୍ୟ ଭଲପାଉଥିବା ଯୁବତୀଙ୍କୁ କିଏ ଦେଉଛି ସୁରକ୍ଷା । ସବୁ ପ୍ରମାଣ ଥାଇକି ବି କାହିଁକି ସୋନାଲୀକୁ ଆରେଷ୍ଟ କରାଯାଉନି । ଏମିତି ଅନେକ ଦାବୀ ନେଇ ଆଜି କମିଶନରେଟ ପୋଲିସ ଅଫିସ ଆଗରେ ମୃତ ସୌମ୍ୟରଞ୍ଜନ ପାଣିଗ୍ରାହୀଙ୍କ ପରିବାର ଓ ସମ୍ପର୍କୀୟ ଧାରଣା ଦେଇଛନ୍ତି । ଅଭିଯୁକ୍ତ ଯୁବତୀଙ୍କୁ ଗିରଫ ନକଲେ ଆତ୍ମହୁତି କରିବାକୁ ଧମକ ଦେଲେ ସୌମ୍ୟଙ୍କ ମାଆ

LEAVE A REPLY

Please enter your comment!
Please enter your name here