ଉତ୍ତରପ୍ରଦେଶ ହାଥରସ ଜିଲ୍ଲାରେ ଏକ ସତସଙ୍ଗ କାର୍ଯ୍କ୍ରମରେ ଦଳାଚକଟାରେ 116 ଜଣଙ୍କ ମୃତ୍ୟୁ ହୋଇଛି । ମଙ୍ଗଳବାର ଦିନ ଏହି ଦୁଃଖଦ ଘଟଣା ଘଟିଛି । ଆତ୍ମଘୋଷିତ ଧାର୍ମିକ ଗୁରୁ ଭୋଲା ବାବା ଓରଫ ନାରାୟଣ ସାକର ହରିଙ୍କ ପାଇଁ ଆୟୋଜିତ ଏହି ସତ୍‌ସଙ୍ଗ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here