ଆପଣ ଏଠି ସେଠି ମୋବାଇଲକୁ ଚାର୍ଜରେ ବସାଉଛନ୍ତି କି । ତେବେ ସାବଧାନ ହୋଇଯାଆନ୍ତୁ । ସର୍ବସାଧାରଣରେ ମୋବାଇଲ ଚାର୍ଜ ନକରିବାକୁ ସତର୍କ କରାଇଲା ଓଡିଶା ପୋଲିସ । ସାଇବର ଠକଙ୍କ କବଳରୁ ବର୍ତ୍ତିବା ପାଇଁ ପରାମର୍ଶ ଦେଲା ପୋଲିସ । ସର୍ବସାଧାରଣ ଚାର୍ଜିଂ ପଏଣ୍ଟରେ ମୋବାଇଲ ଚାର୍ଜ କରିବା ଦ୍ୱାରା ସାଇବର ଠକ ମୋବାଇଲରୁ ବ୍ୟକ୍ତିଗତ ଡାଟା ନଇପାରନ୍ତି । ମୋବାଇଲରେ ନିଶିଦ୍ଧ ଆପ୍ ଇନଷ୍ଟଲ କରି ସବୁ ଡାଟା ନେଇଯାଇପାରନ୍ତି ।

LEAVE A REPLY

Please enter your comment!
Please enter your name here