ସୁନାବେଶରେ ମହାପ୍ରଭୁଙ୍କ ଦିବ୍ୟଦର୍ଶନ । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଆଜି ପୁରୀ ବଡଦାଣ୍ଡରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦିବ୍ୟ ସୁନାବେଶ ଦର୍ଶନ କରିଛନ୍ତି । ରୀତି ନୀତି ଅନୁଯାୟୀ ତିନି ରଥ ଉପରେ ତିନି ଠାକୁର ମହଣ ମହଣ ସୁନାରେ ସଜେଇ ହୋଇଥିଲେ । ମହାପ୍ରଭୁଙ୍କ ଏହି ଦୁର୍ଲ୍ଲଭ ଦର୍ଶନ ଦେଖିବାକୁ ଲକ୍ଷ ଲକ୍ଷ ଭକ୍ତଙ୍କୁ ସୁଅ ଛୁଟିଥିଲା ପୁରୀକୁ ।

LEAVE A REPLY

Please enter your comment!
Please enter your name here