ଟି-୨୦ ବିଶ୍ୱକପରେ ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହାଇଭୋଲ୍ଟେଜ ମ୍ୟାଚ୍ । ଅଷ୍ଟ୍ରେଲିଆର ପର୍ଥ ଗ୍ରାଉଣ୍ଡରେ ମୁହାଁମୁହିଁ ହେବେ ୨ ଟିମ୍ । ଭାରତୀୟ ସମୟ ଅପରାହ୍ନ ୪ଟା ୩୦ରେ ମ୍ୟାଚ୍ ଆରମ୍ଭ ହେବ । ଚଳିତ ବିଶ୍ୱକପରେ ଉଭୟ ଟିମ୍ ପୂର୍ବରୁ ଦୁଇଟି ଲେଖାଏଁ ମ୍ୟାଚ ଖେଳିସାରିଥିବାବେଳେ କେହି ହେଲେ ମଧ୍ୟ ହାରିନାହାଁନ୍ତି । ଭାରତ ଦୁଇଟି ମ୍ୟାଚ୍ ଜିତି ୪ ପଏଣ୍ଟ ସହିତ ପଏଣ୍ଟ ଟେବୁଲର ଏକ ନମ୍ବର ସ୍ଥାନରେ ଥିବାବେଳେ ଦକ୍ଷିଣ ଆଫ୍ରିକା ଗୋଟିଏ ମ୍ୟାଚ୍ ଜିତି ୩ ପଏଣ୍ଟ ସହିତ ଦ୍ୱିତୀୟ ସ୍ଥାନରେ ରହିଛି ।

LEAVE A REPLY

Please enter your comment!
Please enter your name here