କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ନୋଟିସ ଜାରୀ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ନ୍ୟାସନାଲ ହେରାଲ୍ଡ ଟଙ୍କା ହେରଫେର ମାମଲାରେ ଇଡି ଏହି ନୋଟିସ ଜାରୀ କରିଥିବା ସୂଚନା । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବାକୁ ନୋଟିସ ଜାରୀ କରିଛି ଇଡି ।

LEAVE A REPLY

Please enter your comment!
Please enter your name here